ତୁ ତୋ ପରିକା

ନିଜ ଜନ୍ମଦିନ ପାଇଁ ଏ କବିତା ଲେଖିବାବେଳେ କବି ମନୁଆ ଦାସ କହନ୍ତି - "ଜନ୍ମଦିନରେ ବଂଧୁମାନଙ୍କୁ ଭେଟି ଦେଉଛି ଏହି କବିତା । ଅନିଶ୍ଚିତ ଓ ସଂକଟାପନ୍ନ ଜୀଵନରେ ଅନିବାର୍ଯ୍ୟ ଲେଖିବାର ଆନନ୍ଦ ସଂଜୀବନୀ ପରି । ଏହି କବିତାଟି ବୋଧହୁଏ ମୋ ପ୍ରେମିକାର ଈପ୍ସିତ ପୁନର୍ଜନ୍ମ" ।


ତୁ ତୋ ପରିକା ତୁ ତୋ ଦେହରୁ ଲୁଗାପଟା ଓହ୍ଲାଇ ଦେଲୁ ଯେତେ ଯାହା ଆରୋପିତ ଛଦ୍ମ ଅଳଂକାର କାଢ଼ି ଫିଙ୍ଗି ଦେଲୁ ଅନ୍ତର୍ଵାସ ଖୋଲିଦେଇ ଖଇ କଉଡ଼ି ବିଂଚିଲା ପରି ସୂର୍ଯ୍ୟୋଦୟ ତୁ ସକାଳର ଖରା ହୋଇ ଗୋପନୀୟତା ବିସର୍ଜିଲୁ ଚିହ୍ନିଲୁ ଚିହିଂକି ଆସୁଥିବା ତେଜ ତୋର ତୋ ମୁକ୍ତ ଆଦିମତା, ତୋ ଅଲିଖିତ ନଗ୍ନତା

"ତୁ ତୋ ପରିକା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ