ଶରଣାର୍ଥୀ

ଶରଣାର୍ଥୀର ଦେଶ ନଥାଏ, ଠିକଣା ନଥାଏ । ସେ କିନ୍ତୁ ମାଟି ଓ ଆକାଶର ହୋଇ ପଡିରହେ ସେମିତି । କରୁଣା ଓ ମାନବିକତାକୁ ପ୍ରଶ୍ନ କରୁଥିବା ଏ କବିତା ।


ବାସହରା ଲୋକ ସରକାରୀ ଥଇଥାନ ଭିତରେ ନିଜକୁ ଖୋଜିଲାବେଳେ ଶୁଖିଯାଏ ନଈ ଚଲାବାଟ ଠିକ୍ ମୋ ଶିରାପ୍ରଶିରା ପରି ଦେହରେ ବେଳାରେ ଡାକେ କିଏ ! ଛାଡ଼ି ଆସିଲି ବଞ୍ଚିରହିବାର ଯେତିକି ପ୍ରଲୋଭନ, ସେତିକି ଖରଶ୍ଵାସ ହିଂସାର ଉପତ୍ୟକାରେ ମର୍ମନ୍ତୁଦ ସେଇ ଭୟାନକ ଆକାଶ

"ଶରଣାର୍ଥୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ