ଜାକ ହିର୍ଶମ୍ୟାନଙ୍କ କବିତା "ନିଜର ଘର"

ଜାକ ହିର୍ଶମ୍ୟାନ, ଆମେରିକାର କବି । ରାସ୍ତାର କବିତା ବା ଷ୍ଟ୍ରୀଟ ପୋଏଟ୍ରି ଆଂଦୋଳନର ଏହି ଅଧିନାୟକ ଆମ ସମୟର କବିତାରେ ସାଧାରଣ ଜନତାର ଭାଷାକୁ ଅଭିଷିକ୍ତ କରିଛନ୍ତି । ଏଇ ଅଗଷ୍ଟ ୨୨ ତାରିଖରେ ତାଙ୍କ ମୃତ୍ୟୁକୁ ବର୍ଷେ ପୂରିବ ।


ଫଟୋ - ୱିକିପିଡିଆ
**(ବାସହୀନ ଲୋକଙ୍କ ଜାତୀୟ ସଂଘକୁ ଉତ୍ସର୍ଗ)** ଆସିଛି ଶୀତ କବାଟ ଦେଇ, ଗଳିରେ, ଚର୍ଚ୍ଚର ପାହାଚ ଉପରେ କାଡବୋଡ୍ ତଳେ, ଚିରା କନ୍ଥା କମ୍ବଳ ଭିତରେ କିମ୍ବା ଯଦି ଭାଗ୍ୟବାନ, ପ୍ଲାଷ୍ଟିକ ଖୋଳ ଭିତରେ ଅପମାନ ଓ ଲାଂଛନାର ଆଉ ଏକ ଦିନ ପରେ ଶୋଇଛି, ବରଫ ପାଲଟୁଛି ଅଲଗା ହୋଇ, ଭାଗବଣ୍ଟା ହୋଇ, କପର୍ଦକ ଶୂନ୍ୟ

"ଜାକ ହିର୍ଶମ୍ୟାନଙ୍କ କବିତା "ନିଜର ଘର"" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ