ଦିଗ ଦିଗ ଚିତ୍କାର ଛାଡି ଉଡିଗଲେ ପଲେ କୁଆ
ମେଘ ଥିଲା ରାଗି, ରଂଜକରେ ଭରା
ଅନିଶାରେ ଭାରି ମାଟି, ଥୁଣ୍ଟା ଶାଖା ଆଖି
ଓଦା ପବନରେ ଥିଲା ମଲା ଶିଶୁ ଆତଙ୍କ
କାନ୍ଦୁରା ସଂଜର ନିଛାଟିଆ ପାଉଁଶ ଝରା
ଦାରୁଣ ନିସ୍ତବ୍ଧତାରେ ଛିଡିପଡୁଥିଲା ସମୟ
ଭଂଗାରୁଜା ଆଇନାରୁ ଝରୁଥିଲା ଭୀଷଣ ରାତି
ସ୍ଵପ୍ନର ମଶାଣିରେ ଜଳୁଥିଲା ଦିଗବଳୟ
"ବିବର୍ଣ୍ଣ ପୃଥିବୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |