ଏପ୍ରିଲ୍ ୨୦୨୧

ପତ୍ରିକାର ଏପ୍ରିଲ୍ ୨୦୨୧ ସଂଖ୍ଯାଟି ବିଷୁବ ବିଶେଷାଙ୍କ ରୂପେ ପ୍ରକାଶିତ ।
ପ୍ରକାଶକ: Digbalaya
ଡିଜିଟାଲ୍ (ପିଡିଏଫ୍)
INR 25.00

ଏହି ସଂଖ୍ଯାର 'କାଳଜୟୀ ସାହିତ୍ଯ କୃତି'ରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ମାତୃଭୂମି ରହିଥିବାବେଳେ ସବୁଥର ପରି ଏହି ସଂଖ୍ଯାରେ ଜଗନ୍ନାଥାୟାନ, ଧର୍ମ ଓ ସଂସ୍କୃତି, କବିତାୟନ, ଗଳ୍ପଗୁଚ୍ଛ, ମୂର୍ଚ୍ଛନା, ଅନ୍ଯ ସାହିତ୍ଯ, ଭ୍ରମଣକାହାଣୀ, ହାସ୍ଯମେବ ଜୟତେ ପରି ଲୋକପ୍ରିୟ ବିଭାଗଗୁଡିକ ରହିଛି ।

ତ୍ରୁଟି ରିପୋର୍ଟ କରନ୍ତୁ