ପଟଚିତ୍ର ଓ ଟିପଣା

ଚିତ୍ରର ଦୁଇଟି ପାଖ ରହିଛି, ଯାହା ଦିଶେ ଆଉ ଯାହା ଦିଶେନା । ଚିତ୍ରର ନିଜ ଅସ୍ତିତ୍ୱ ଗୋଟେ କଥା, ଦର୍ଶକର ଆଖିରେ ଚିତ୍ରର ଅସ୍ତିତ୍ଵ ଭିନ୍ନ କଥା । ଅନେକ ସମୟରେ ଅସାଧାରଣ ଚିତ୍ରଟିଏ ସାଧାରଣ ଦର୍ଶକ ସାମାନ୍ୟ ଚିତ୍ର ଏବଂ ସାଧାରଣ ଚିତ୍ରଟିକୁ ଅତି ମହତ୍ତ୍ୱପୂର୍ଣ୍ଣ ଚିତ୍ର ବୋଲି ମନେ କରିଥାଏ ।


ଚିତ୍ର - ବିଭୁ ପଟ୍ଟନାୟକ
ଚିତ୍ରର ଆଦି ଅନ୍ତ ନିର୍ଦ୍ଧାରଣ କରିବା ସହଜ ନୁହଁ, କାରଣ ଏହାର ଦୁଇଟି ସତ୍ତା ରହିଛି - ଭାବାତ୍ମକ ଏବଂ ଭୌତିକ । ବିନ୍ଦୁରୁ ଚିତ୍ରଟିଏ ଆରମ୍ଭ ହେଇଥାଏ ସତ କିନ୍ତୁ ତା ପୂର୍ବରୁ ମନର କେଉଁ ଏକ ଅଜଣା ନିଭୃତ କୋଠରୀ ଭିତରେ ଚିତ୍ରଟିଏ ଗର୍ଭଧାରଣ କରିସାରିଥାଏ । ତେଣୁ ଚିତ୍ରର ଆରମ୍ଭ ଭାବରୁ ନା ବସ୍ତୁରୁ ତାହା ନିର୍ଦ୍ଧାରଣ କରିବା ସହଜ ନୁହଁ । ବସ୍ତୁସତ୍ତା ଓ

"ପଟଚିତ୍ର ଓ ଟିପଣା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ