ଚିରାବାଘର ଚିତ୍ରକଥା

ଆମ ସମୟର ଅତ୍ୟନ୍ତ ଶକ୍ତିଶାଳୀ ଚିତ୍ରଶିଳ୍ପୀ ପ୍ରତୁଲ ଦାଶଙ୍କ ଏକ ଛବିର ତର୍ଜମା କଲାବେଳେ ସେ ଛବି ପଛରେ ରହିଥିବା ପରମ୍ପରା ଓ ଇତିହାସକୁ ନୂଆ କରି ପରଖା ଯାଇଛି ।


ଚିତ୍ର - ପ୍ରତୁଲ ଦାଶ
“They cannot leave each other.” - “ସେମାନେ ପରସ୍ପରକୁ ଛାଡ଼ି ପାରିବେ ନାହିଁ ।“ ଗୋଟେ ଦେହ ଚାରି ଗୋଡ଼ ଦୁଇ ମୁଣ୍ଡ ବିଶିଷ୍ଟ ଇଏ ଗୋଟେ ବାଘ ନା ଦୁଇଟା ବାଘ ? ହୁଏତ ଦୁଇଟି ବାଘ କାରଣ ଗୋଟେ ବାଘର ମୁଣ୍ଡ ହଳଦିଆ ଏବଂ ଅନ୍ୟଟିର ଧୂସରିଆ ବା ଈଷତ୍ କଳା । ତାହେଲେ ଇଏ କଣ ଗୋଟେ ଦେହର ଦୁଇଟି ମୁଣ୍ଡ ? ଦୁଇମୁଣ୍ଡିଆ ?

"ଚିରାବାଘର ଚିତ୍ରକଥା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ