ପଟ୍ଟଚିତ୍ର ଜଗତ ଭିତରକୁ ଅନୁପ୍ରବେଶ

ଆଧୁନିକ ଚିତ୍ରକଳା ଶୈଳୀରେ ଶିକ୍ଷା ଓ ପ୍ରବୃତ୍ତି ଥାଇ ଚିତ୍ରଶିଳ୍ପୀ ବିଭୁ ପଟ୍ଟନାୟକ ଯେତେବେଳେ ପାରମ୍ପରିକ ପଟ୍ଟଚିତ୍ର ଶିଖିବାକୁ ଯାନ୍ତି, ସେତେବେଳେ ତାଙ୍କ ଅନୁଭବ ଓ ଉପଲବ୍ଧିର ଏକ ଚମତ୍କାର ଭାଷାଙ୍କନ ।


ସ୍କେଚ - ବିଭୁ ପଟ୍ଟନାୟକ
ଦୀପ ତଳ ଅନ୍ଧାର ଭଳି କଥା । ଆମେ ସେତେବେଳେ ପୁରୁଣା ଭୁବନେଶ୍ୱରର ଶାସନ ପଡ଼ିଆ ଛକ ପାଖାପାଖି ରହୁଥାଉ । ଶାସନ ପଡ଼ିଆ ଏବଂ ଶାସନ ପଡ଼ିଆକୁ ବେଢ଼ି ରହିଥିବା ଆଖପାଖ ଅଂଚଳ ଥିଲା ପଟ୍ଟଚିତ୍ର ଓ ପଥର କାରିଗରଙ୍କ ଗଡ଼ । ପଥର କାରିଗର ଯେହେତୁ ଖୋଲାରେ କାମ କରନ୍ତି ତେଣୁ ସେମାନଙ୍କ ଉପସ୍ଥିତିକୁ ନେଇ ଆମେ ଅବଗତ ଥିଲୁ । କିନ୍ତୁ ପଟ୍ଟଚିତ୍ର ଧାରାର ପୋଖତ

"ପଟ୍ଟଚିତ୍ର ଜଗତ ଭିତରକୁ ଅନୁପ୍ରବେଶ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ