ପଟ୍ଟଚିତ୍ରରେ ମାଛର ପ୍ରାସଙ୍ଗିକତା

ପଟ୍ଟଚିତ୍ର ଓ ଏହାର ସାଂସ୍କୃତିକ ପୃଷ୍ଠଭୂମିକୁ ନେଇ ଆମର ଆଲୋଚନା ଯଥେଷ୍ଟ କମ । ଏ ସମ୍ପର୍କରେ ବ୍ୟକ୍ତିଗତ ଅନୁଭୂତି ଓ ଏହାର ସାଂସ୍କୃତିକ ଅବଧାରଣାର ମିଶ୍ରଣରେ ଏ ରଚନା ।


ଫଟୋ - ବିଭୁ ପଟ୍ଟନାୟକ
ବୁଝିପାରୁ ନଥିଲି ଜୀବନର ଗତିପଥ । ଧାର୍ଯ୍ୟ ସମୟସୀମାଠାରୁ ମୋ ବୟସ ମାତ୍ର କିଛି ଦିନ କମି ଯିବାରୁ ବି.କେ କଳା ମହାବିଦ୍ୟାଳୟରେ ପ୍ରବେଶ ମିଳିପାରି ନଥିଲା । ଆମଘର ତଥା ଆମସମାଜର ପ୍ରଥା ହିସାବରେ ମାଟ୍ରିକ୍ୟୁଲେଶନ ପରେ ମୋତେ କୌଣସି ଗୋଟେ ସାଧାରଣ କଲେଜରେ କଳା, ବାଣିଜ୍ୟ କିମ୍ବା ବିଜ୍ଞାନର ଛାତ୍ରଭାବେ ତଥାକଥିତ ଉଚ୍ଚଶିକ୍ଷା ଆହରଣ କରିବାର କଥା । କିନ୍ତୁ କଲେଜ ପାଠପଢ଼ା ଅପେକ୍ଷା ମୋର ଚିତ୍ର

"ପଟ୍ଟଚିତ୍ରରେ ମାଛର ପ୍ରାସଙ୍ଗିକତା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ