ଶ୍ରୀ ବିରଂଚି ନାରାୟଣ ମନ୍ଦିର ପରିଦର୍ଶନ

ମନେହେଲା ସତେ ଯେମିତି ସ୍ୱର୍ଗଲୋକରୁ ଦେବବିନ୍ଧାଣୀମାନେ ଧରାପୃଷ୍ଠରେ ଅବତରଣ କରି ରାତାରାତି ଏଇ ସୁରମ୍ୟ ଶାଶ୍ୱତ ଚିତ୍ରାବଳୀଗୁଡ଼ିକର ସଂରଚନା କରି ଅନ୍ତର୍ଦ୍ଧାନ ହେଇଯାଇଛନ୍ତି ?


ସୁବଳ ଗିରି ବିଜେ, ବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ା I ଫଟୋ ସୌଜନ୍ୟ - ପ୍ରତୀକ ପଟ୍ଟନାୟକ ।
ଆଗରୁ ପଟଚିତ୍ର ଅଙ୍କନ ଜାଣିଥିଲି, ସେଇ କାରଣରୁ ବି.କେ ଚାରୁକଳା ମହାବିଦ୍ୟାଳୟରେ ଦ୍ୱିତୀୟ ବର୍ଷର ଛାତ୍ର ଜୀବନରୁ ହିଁ ପ୍ରିନ୍ସିପାଲ ଡ. ଦିନନାଥ ପାଠୀ ଏବଂ ମୋ ପିଉସା ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଏବଂ ଐତିହାସିକ ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସଙ୍କ ସହ ମୋର ବୃତ୍ତିଗତ ସମ୍ପର୍କ ସ୍ଥାପିତ ହୋଇଥିଲା । ସେମାନଙ୍କର ଗବେଷଣାତ୍ମକ କାମରେ ଆବଶ୍ୟକ ପଡ଼ୁଥିବା ଚିତ୍ର କରୁଥିଲି । ମୋତେ ସେମାନେ ପଟଚିତ୍ର, ମନ୍ଦିର ସ୍ଥାପତ୍ୟ ଓ

"ଶ୍ରୀ ବିରଂଚି ନାରାୟଣ ମନ୍ଦିର ପରିଦର୍ଶନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ