ନୂଆବର୍ଷ ପ୍ରାର୍ଥନା

କାଳର ବଶ ନୁହଁ କେହି, ଜଗତ ପ୍ରାଣୀଂକ ଆୟତ୍ତ, କାଳ ତହିଁରେ ଆତଯାତ - କବିତାରେ ନୂଆବର୍ଷ, ଏତିକି ମାତ୍ର ।


ପାଦ ମିଳୁ ତମକୁ ଦୁଇଟି ଦୁଇଟି ହାତ ଆଉ କ'ଣ ବା ମାଗିପାରେ ଅଧିକ ? ତମେ ତ ନାଥନାଥ ଜଗନ୍ନାଥ ! ତମକୁ ମିଳୁ କିଛି କରୁଣା ମିଳୁ କିଛି ପ୍ରେମ ଏ ମୋର କାମନା ଝରିଯାଉ ଯେତେ ଦୂଷିତ ରକ୍ତ କଂଟା ହେଇଯାଉ ଗୋଲାପ ହେ ପ୍ରିୟ ଯୀଶୁଖ୍ରୀଷ୍ଟ !

"ନୂଆବର୍ଷ ପ୍ରାର୍ଥନା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ