ଜାଲ

ଧ୍ବନିକୁ ନେଇ କବିତା ଖେଳେ । ଶବ୍ଦର କେତେ ଅର୍ଥ, କେତେ ଗୁଣ ଓ କେତେ ଧ୍ଵନି । ଯାହା ଶୁଭୁଛି କାନକୁ, ତାହା ଶେଷ କଥା ନୁହେଁ । ଏ କବିତାରେ ଧ୍ବନିର ଚାତୁରୀ ଇ ଆକର୍ଷଣ ।


ଇଏ ଯାଇଚଂତି ମାଛ ଧରି ଚିଲିକା ଘରେ ମୁଁଟି ଏକା ବୁଢ଼ୀଶାଶୁ ଥାଇନଥାଇ ଅଂଧୁଣୀ କାଲୁଣୀ, କୋଉ ଦେଶର ତମେ ଡର ଲାଗୁଚି ଦବାକୁ ପାଣି ! ଆସଂତିନାଇଁ ଏ ଗାଆଁକୁ ବିଦେଶୀ ଯାଇନାହାଂତି ଆଗରୁ କୁଆଡ଼େ କେହି ଦାଂଡ କେବେ ତିଆରି ହଉଚି କେବେ ନାଇଁ ମାଟିପୁଂଜାକରେ ନାଲି

"ଜାଲ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ