
ଏ ରାସ୍ତାରେ ଦିଶୁନାହାଂତି କେହି !
ମୁଁ ଏକା, ଯଦିଓ ଯାଉନାଇଁ ଏକାକୀ;
ଅଛି ମୋ ସ' ଲୁଚକାଳି ଖେଳୁଥିବା ଛାଇ ।
ପାଣିଚିଆ ଖରାରେ ବସିଚି ପାହାଡ଼ଟା ଗୁମ୍'ହେଇ
କେତେକଥା ଦେଖିଚି ଯିଏ ସିଏ କ'ଣ ରହିପାରେ ଚୁପ୍ ହେଇ ?
ଯା'ଯା' ଘଟିଚି ସଭିଏଁ ଡରୁଚଂତି କହିବାକୁ କ'ଣ ପାଇଁ ?
ଅନ୍ୟର ଦୁଃଖକୁ ଦେଖି କୋଉ ମଣିଷ
"ଚଂଦ୍ରବର୍ଣ୍ଣା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |