
ଦିନକୁଦିନ
ପିଲାଙ୍କପରି ହଉଚ ତମେ !
ବସେଇଉଠେଇ ଦଉନ ବି ଟିକେ
କ'ଣ ନାଇଁ କ'ଣ କରିପକଉଚ
ସୁବିଧା ପାଇଲାମାତ୍ରେ !!
ବାରିଆଡ଼ ବଉଳଗଛମୂଳକୁ ଯାଉଯାଉ
କାନି ଟାଣିଧରିଲା କିଏ
ଆଁ'କରି ଦେଖେ ତ ତମେ !
ମେଂଚାଏ ଅବିର ବୋଳିହେଇଗଲା ମୁହଁରେ !!
ସେଇଠି, ସେମିତି
କିଛି କହିବା ଆଗରୁ ଅଜାଡ଼ି ହେଇପଡ଼ିଲି
"ଚଂଦ୍ରାବଳୀ - ୯" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |