ସମୟର ଚକ୍ରବାଳେ ଜଳୁଥାଏ ଦୀପଟିଏ
ବୁଢ଼ୀ ପରି ଥୁରୁଥୁରୁ ଶୀତରେ
କେତେଋତୁ ଆସେ, ଯାଏ
ଠିକ୍ ତମ ଯିବା ପରେପରେ ।
ଯାହା ଛୁଇଁଲି ମୋ ନିଷ୍ପାପ ଓଠରେ
ମଳିନ ଦିଶିଲେ ସବୁ
ସ୍ଵାମୀର ମୃତ୍ୟୁ ପରେ ସ୍ତ୍ରୀ ମୁହଁରେ
ଲୁହ ଯେଉଁପରି ଶୁଖି ଦିଶେ
ବିଜୁଳିର ଗାର ପରି ପତ୍ରଂକ ପିଠିରେ !
କାଲିଠାରୁ କେହି
"ଚଂଦ୍ରାବଳୀ - ୮" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |