ଚଂଦ୍ରାବଳୀ - ୮

"ଚଂଦ୍ରାବଳୀ" ଏକ ଦୀର୍ଘ କବିତା । ପୁରାଣର ଏକ ଚରିତ୍ର ଯିଏ ରାଧା ଓ କୃଷ୍ଣଙ୍କ ମଧ୍ୟରେ ପ୍ରେମର ଏକ ବିକଳ୍ପ ବିଭାଜନ ରେଖା । ଆଜିର ସମୟରେ କିଏ ଏ ଚଂଦ୍ରାବଳୀ ? କଣ ତାଙ୍କର ଅସ୍ତିତ୍ଵ ଓ ଅସ୍ମିତା ?


ସମୟର ଚକ୍ରବାଳେ ଜଳୁଥାଏ ଦୀପଟିଏ ବୁଢ଼ୀ ପରି ଥୁରୁଥୁରୁ ଶୀତରେ କେତେଋତୁ ଆସେ, ଯାଏ ଠିକ୍ ତମ ଯିବା ପରେପରେ । ଯାହା ଛୁଇଁଲି ମୋ ନିଷ୍ପାପ ଓଠରେ ମଳିନ ଦିଶିଲେ ସବୁ ସ୍ଵାମୀର ମୃତ୍ୟୁ ପରେ ସ୍ତ୍ରୀ ମୁହଁରେ ଲୁହ ଯେଉଁପରି ଶୁଖି ଦିଶେ ବିଜୁଳିର ଗାର ପରି ପତ୍ରଂକ ପିଠିରେ ! କାଲିଠାରୁ କେହି

"ଚଂଦ୍ରାବଳୀ - ୮" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ