
ସକାଳୁ ସକାଳୁ ଦେଖିଲି ମୋ ଦେହସାରା
ସରୁସରୁ କଳାଗାର
କେତେ କିଏ ଲୁଗାଦେଇ ମୁହଁରେ ହସିଲେ:
କିଏ ଦେଖୁଚି ନା ଜାଣୁଚି
ବୁଡ଼ିବୁଡ଼ି ପାଣିପିଉଚି ପରା ଗାଁ' ମୁଂଡରେ !
ଦିନେ ଦେଖିଲି ଦେହସାରା ମୋର
ଧଳାଧଳା ଛାପ
କହିଲେ ଏପଟସେପଟ କରି:
ମୁଁ କାଳେ ଫଳଭୋଗୁଚି କଲାକର୍ମର
ଚଂଦ୍ର ଧରିବାକୁ ଚାହିଁଲି ବାମନୀ ହେଇ
"ଚଂଦ୍ରାବଳୀ - ୭" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |