
ତମେ ଆଉ ଆସିବ ନାଇଁ - କହିଲା ପବନ
ମୁଁ କହିଲି, ହେ ପବନ !
ଯାଅ ଯାଅ ଯେତେ ଗାଁ ପଡ଼ା ଓ ନଗର
ପ୍ରତି ଗଳି କଂଦି ଆକାଶ ଜଂଗଲ
ଦିଅ ଦିଅ ପ୍ରତିଘରେ ଏ ବିଶେଷଖବର !
ଏ ବନରେ ଫୁଲ ଆଉ ଫୁଟିବାର ନାଇଁ
ପକ୍ଷୀଏ ପ୍ରସ୍ତୁତ ହେଲେଣି ମରିଯିବା ପାଇଁ
"ଚଂଦ୍ରାବଳୀ - ୬" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |