
କ'ଣ ଭୁଲ୍ ହେଲା କେଜାଣି
ହୁକୁମ ହେଲା ରହିବାକୁ ଗାଁ ବାହାରେ
ଫରମାନ ଜାରି ହେଲା ନ ମାଡ଼ିବାକୁ ତୁଠ
ଯିଏ କଥାହବ ତାକୁ ବି କୋରଡ଼ାମାଡ଼
କା'କୁ ମାଗିବି ନ୍ୟାୟ ?
କା'କୁ ପଚାରିବି:
ଅଂଧାରର କ'ଣ କିଛି ନାଇଁ ପରିଚୟ ??
ପ୍ରଶ୍ନପଚାରିବା ମନା ସେମାନଂକୁ ।
ସେମାନେ, ସତକହୁଚି, ବୋକାଠାରୁ ବୋକା
"ଚଂଦ୍ରାବଳୀ - ୫" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |