ଚଂଦ୍ରାବଳୀ - ୧୧

"ଚଂଦ୍ରାବଳୀ" ଏକ ଦୀର୍ଘ କବିତା । ପୁରାଣର ଏକ ଚରିତ୍ର ଯିଏ ରାଧା ଓ କୃଷ୍ଣଙ୍କ ମଧ୍ୟରେ ପ୍ରେମର ଏକ ବିକଳ୍ପ ବିଭାଜନ ରେଖା । ଆଜିର ସମୟରେ କିଏ ଏ ଚଂଦ୍ରାବଳୀ ? କଣ ତାଙ୍କର ଅସ୍ତିତ୍ଵ ଓ ଅସ୍ମିତା ?


ବିଚିତ୍ରବର୍ଣ୍ଣର ପକ୍ଷୀସବୁ କଥାହେଉଥାଂତି ଚିଂଚାଂକରି (କେଉଁ ଭାଷା ତା କେବଳ ସେମାନଂକୁ ଇ ଗୋଚର !) ସେମାନେ ଶୁଣିପାରୁଚଂତି ଶବ୍ଦ ବୋଧହୁଏ ଚୁପଚାପ ତମ ନିଃଶବ୍ଦପାଦର ! ପାଖରେ ଖୁବ୍ ପାଖରେ ପହଂଚିଗଲଣ - ଦେଉଚଂତି ଖବର ! ସହସ୍ରବାର ଧରିବାକୁ ଚାହିଁଚି ସେ ଶବ୍ଦକୁ ପାରିନାହାଂତି କାନମାନେ, ଚେତା ହରେଇପଡିଲେପଛେ ଅକ୍ଷରମାନେ ଅପଂତରାରେ

"ଚଂଦ୍ରାବଳୀ - ୧୧" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ