ଚଂଦ୍ରାବଳୀ - ୧୦

"ଚଂଦ୍ରାବଳୀ" ଏକ ଦୀର୍ଘ କବିତା । ପୁରାଣର ଏକ ଚରିତ୍ର ଯିଏ ରାଧା ଓ କୃଷ୍ଣଙ୍କ ମଧ୍ୟରେ ପ୍ରେମର ଏକ ବିକଳ୍ପ ବିଭାଜନ ରେଖା । ଆଜିର ସମୟରେ କିଏ ଏ ଚଂଦ୍ରାବଳୀ ? କଣ ତାଙ୍କର ଅସ୍ତିତ୍ଵ ଓ ଅସ୍ମିତା ?


ମୁଁ ଯଦି ପାଏ ଗୋଟେ ମୟୂରପୁଚ୍ଛ ସକାଳୁସକାଳୁ ବିଛଣାଉପରୁ ତେବେ କ'ଣ ଭାବିବି ସାରାରାତି ତମେ ଥିଲ ମୋ 'ସ' ? ଏକଥା ପଚାରିବି କା'କୁ ମାନେ ନିଜେ ଖୋଳିଥିବା ଗାତରେ ପଡ଼ିବା କେହିକେହି କହିବେ ବିଗିଡ଼ିଗଲାଣି ୟା ମୁଂଡ ଦିନରେ ଦେଖିଲାଣି ଚଂଦ୍ର ! ଥାଉ, ତକିଆ ତଳେ ଥାଉ ଯଦି ରହିଚି ତମର ସଂତକ

"ଚଂଦ୍ରାବଳୀ - ୧୦" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ