
ବେଶୀଲୋକଂକୁ ଜାଣିନି,
ମୋତେ ଜାଣିବା ଲୋକଂକଠୁ ବି ଜାଣିଚି କମ୍
କମ୍ ମୋର ବୁଦ୍ଧିବୃତ୍ତି
ଦୁନିଆର ସବୁଠୁ କମ୍ ଥିବା ଲୋକଠୁ ବି କମ୍,
ଖୁବ୍ ପାଟି କରୁଥିଲେ ବି ମୁଁ
ଏ ଦୁନିଆରେ ନିରୋଳା, ଖୁବ୍ ନିରୋଳା ମୋ ଜୀବନ
"ବାଗ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |