ନଈ: ଠାକୁରାଣୀ

ନଈ ଇ ଠାକୁରାଣୀ । ସେ ପାଳନ ଓ ସଂହାରର ମହାମାୟୀ । ସଭ୍ୟତା ଓ ସମାଜର ଜୀବନରେଖା । ଏ କବିତା ନଈ ପାଇଁ ଏକ ସ୍ତୋତ୍ର, ଏକ ଜନ ସଙ୍ଗୀତ ।


ଫଟୋ - କେଦାର ମିଶ୍ର
ତୁମେ କେବେ ଓହ୍ଲାଇ ଆସିଛ ସ୍ୱର୍ଗରୁ ତ କେବେ କେବେ ହଜିଯାଇଛ ପାତାଳରେ, ଶେଷରେ ଲୋଟିଛ ନିଃସର୍ତ୍ତରେ ରତ୍ନଗର୍ଭ ସମୁଦ୍ର ଛାତିରେ । ପୁଣ୍ୟତୋୟା ପାଲଟି ଶରୀର ଓ ଆତ୍ମାକୁ କରିଛ ପବିତ୍ର ମୃତ୍ତିକାକୁ ଉର୍ବର; ଶସ୍ୟଦାନାକୁ କରି ସୁଗନ୍ଧିତ ରସନାରେ ଭରିଛ ଅମୃତ । ପ୍ରକୃତି - ସଂଗୀତର ରାଗିଣୀ ହୋଇ ବହିଯାଇଛ

To continue reading "ନଈ: ଠାକୁରାଣୀ", login now.

This page has been protected for subscriber only.

Report an Error