ଅନ୍ୟପୁରୁଷ

ଜାଣେ ପାପର ଭାର ମୁଣ୍ଡାଇବା ହିଁ ବଡ଼ ଦୋଷ: ତଥାପି ମୋ ଚିର ଅବସୋସ, ସେ ଅନ୍ୟପୁରୁଷ - ଅନୁରାଗ ଓ ନୈତିକତାର ସୀମାରେଖା ଭିତରେ ସନ୍ତୁଳି ହେଉଥିବା ଏ କବିତାର ନାୟିକା । ସେ ବୋଧେ ଆମ ସମୟର ଏକ ଛାଇ ।


ସେ ଛାଇଆଲୁଅ ହୋଇ ଖେଳେ, ସବୁବେଳେ କେବେ ଆଲୁଅ ହୋଇ ଜଳାଏ ତ କେବେ ଛାଇ ହୋଇ ଡରାଏ । ନିଭୃତରେ ସେ ଅଦୃଶ୍ୟ ଅବୟବମାନେ ପହଞ୍ଚିଯା’ନ୍ତି ତ ଜାତି, ନୀତି, ସ୍ୱଭାବ କି ବ୍ରତଫଳକୁ ହେୟଜ୍ଞାନ କରି କେଇ ମୁହୂର୍ତ୍ତ ସେମାନଙ୍କୁ ଗେହ୍ଲା କରେ ହୃଦୟ - କୋଳରେ । କେତେ କେତେ ଭୋକ ଭୁଲେ, ନିଦ ବି

To continue reading "ଅନ୍ୟପୁରୁଷ", login now.

This page has been protected for subscriber only.

Report an Error