ଅନ୍ୟମନସ୍କ

ତାର ଅନ୍ୟମନସ୍କତା ଇ ତାର ପ୍ରତିବାଦ । ତାର ଅସ୍ତିତ୍ଵ ସେଇ ଅନ୍ୟମନସ୍କତାରେ ଅଧିକ ବିକଶିତ ହୁଏ ଓ କବିତା ପାଲଟିଯାଏ ।


କ’ଣ କହିବ ତାକୁ ? ଗଛଡାଳରେ ଲଟକାଇଦେଇ ଉତ୍କଣ୍ଠା ସେ ଚାହିଁରହେ ଉପତ୍ୟକାର ଜହ୍ନ, ଠାକୁରଙ୍କ ପାଦତଳେ ଚଢ଼ାଇଦେଇ ଫୁଲ ସେ ଆଘ୍ରାଣ କରେ ମହମହ ସୁବାସ ଧୂପର ତ ପ୍ରାର୍ଥନା ହୋଇଯାଏ ନିରୁଦ୍ଦିଷ୍ଟ । ମୃଗୟାରେ ବି ଦେଖାଯାଏ ତା’ ଆଖିକୁ ଭଙ୍ଗାଡ଼ାଳ ଓ ଶୁଖିଲା ପତ୍ରର ସ୍ତୂପ ମରୀଚିକା ପରି ଦୂରକୁ ଚାଲିଯାଉଥାଏ ହରିଣୀର

To continue reading "ଅନ୍ୟମନସ୍କ", login now.

This page has been protected for subscriber only.

Report an Error