ନିରୀହତା - ପିଲାଦିନ ଚପଳତାର କାହାଣୀ (୭)

ରୋଆଲଡ୍ ଡାଲ୍ ସମକାଳୀନ ବ୍ରିଟିଶ୍ କବି ଯାହାଙ୍କ କବିତାରେ ବିକାଶ ଏବଂ ଆଧୁନିକତାକୁ ନେଇ ଭୟଙ୍କର ପ୍ରଶ୍ନଚିହ୍ନମାନ ସୃଷ୍ଟି କରାଯାଇଛି । ନିଜ ଭିତରେ ଏକ ଚିରନ୍ତନ ପିଲାଦିନକୁ ଭୋଗୁଥିବା ରୋଆଲଡ୍ ଡାଲ୍ ଙ୍କ ଜୀବନଲିପିର ଓଡିଆ ମର୍ମାନୁବାଦ କରୁଛନ୍ତି ସୁମନ ଦାଶ ।


ପୂର୍ବ ପ୍ରକାଶିତ ଉତ୍ତାରୁ... ସବୁଦିନେ ସଭା ଗୃହରେ ଆମର ପ୍ରାର୍ଥନା ହୁଏ ଯୋଉଠି ଆମେ ସମସ୍ତେ ଦଳଦଳ ହେଇ ବେଞ୍ଚରେ ବସୁ ଓ ଆମ ଶିକ୍ଷକମାନେ ପୂରା ହାତବାଲା ଚୌକିରେ ବସି ଆମକୁ ନିରୀକ୍ଷଣ କରୁଥାନ୍ତି । ଆମେ ପାଞ୍ଚଜଣଯାକ ଖୁନ୍ଦାଖୁନ୍ଦି ହେଇ ଧାଡିରେ ବସିଲାବେଳେ ଦେଖିଲୁ ପ୍ରଥମେ ପ୍ରଧାନ ଶିକ୍ଷକ ଓ ତାଙ୍କ ପଛେ ପଛେ ଅନ୍ୟ ସହକର୍ମୀ ଶିକ୍ଷକମାନେ ଆଗପଛ ହେଇ ଧାଡିରେ ଆସିଲେ । ଲ୍ୟାଣ୍ଡଫ

"ନିରୀହତା - ପିଲାଦିନ ଚପଳତାର କାହାଣୀ (୭)" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ