ନିରୀହତା - ପିଲାଦିନ ଚପଳତାର କାହାଣୀ (୫)

ରୋଆଲଡ୍ ଡାଲ୍ ସମକାଳୀନ ବ୍ରିଟିଶ୍ କବି ଯାହାଙ୍କ କବିତାରେ ବିକାଶ ଏବଂ ଆଧୁନିକତାକୁ ନେଇ ଭୟଙ୍କର ପ୍ରଶ୍ନଚିହ୍ନମାନ ସୃଷ୍ଟି କରାଯାଇଛି । ନିଜ ଭିତରେ ଏକ ଚିରନ୍ତନ ପିଲାଦିନକୁ ଭୋଗୁଥିବା ରୋଆଲଡ୍ ଡାଲ୍ ଙ୍କ ଜୀବନଲିପିର ଓଡିଆ ମର୍ମାନୁବାଦ କରୁଛନ୍ତି ସୁମନ ଦାଶ ।


ପୂର୍ବ ପ୍ରକାଶିତ ଉତ୍ତାରୁ... "ଓଃ, କହନି କହନିରେ ପୁଅ, ସେ ରୋଗ ଥରେ ହେଲେ, ଦାନ୍ତ ସବୁ ଧାରୁଆ ଓ ମୁନିଆ ହେଇଯାଏ, ପଛ ପଟୁ ଗୋଟେ କାଳିଆ ଲାଞ୍ଜ ବାହାରି ଟ୍ୱିଉଁ ଟ୍ୱିଉଁ ହୁଏ । ଆଉ ଥରେ ହେଲେ ଏ ରୋଗ ଭଲ ହୁଏନି, ମୁଁ ପରା ଡାକ୍ତର ..ତୁ ତ ଜାଣିଥିବୁ " ଏକା ଦମ୍ ରେ ଡାକ୍ତର ବାବୁ କହିଥାନ୍ତି । ସ୍କୁଲ ଫେରିବା ବାଟରେ ଏ

"ନିରୀହତା - ପିଲାଦିନ ଚପଳତାର କାହାଣୀ (୫)" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ