ନିରୀହତା - ପିଲାଦିନ ଚପଳତାର କାହାଣୀ (୪)

ରୋଆଲଡ୍ ଡାଲ୍ ସମକାଳୀନ ବ୍ରିଟିଶ୍ କବି ଯାହାଙ୍କ କବିତାରେ ବିକାଶ ଏବଂ ଆଧୁନିକତାକୁ ନେଇ ଭୟଙ୍କର ପ୍ରଶ୍ନଚିହ୍ନମାନ ସୃଷ୍ଟି କରାଯାଇଛି । ନିଜ ଭିତରେ ଏକ ଚିରନ୍ତନ ପିଲାଦିନକୁ ଭୋଗୁଥିବା ରୋଆଲଡ୍ ଡାଲ୍ ଙ୍କ ଜୀବନଲିପିର ଓଡିଆ ମର୍ମାନୁବାଦ କରୁଛନ୍ତି ସୁମନ ଦାଶ ।


##ଲ୍ଯାନଡଫ୍ କ୍ଯାଥେଡ୍ରାଲ ସ୍କୁଲ (୧୯୨୩ - ୧୯୨୫୦) **ବୟସ ସାତ ବର୍ଷ - ନଅ ବର୍ଷ** ମତେ ସାତବର୍ଷ ହେଇଥିବାବେଳେ ମୋ ମା' ନିଷ୍ପତ୍ତି ନେଲେ ଯେ ମୁଁ ଏମିତି ଖେଳ ସ୍କୁଲ ଛାଡି ବରଂ ପୁଅ ପିଲା ପଢ଼ୁଥିବା ଗୋଟେ ସ୍ୱତନ୍ତ୍ର ସ୍କୁଲକୁ ବରଂ ଯିବାଟା ଠିକ ହେବ । ଯୋଗକୁ ସେତେବେଳେ ଆମ ଘରଠୁ ମାଇଲିଏ ଦୂରରେ ଗୋଟେ ଭଲ ଜଣାଶୁଣା ସ୍କୁଲ ଥାଏ - ଲ୍ଯାନଡଫ୍ କ୍ୟାଥେଡ୍ରାଲ ସ୍କୁଲ

"ନିରୀହତା - ପିଲାଦିନ ଚପଳତାର କାହାଣୀ (୪)" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ