ନିରୀହତା - ପିଲାଦିନ ଚପଳତାର କାହାଣୀ (୩)

ରୋଆଲଡ୍ ଡାଲ୍ ସମକାଳୀନ ବ୍ରିଟିଶ୍ କବି ଯାହାଙ୍କ କବିତାରେ ବିକାଶ ଏବଂ ଆଧୁନିକତାକୁ ନେଇ ଭୟଙ୍କର ପ୍ରଶ୍ନଚିହ୍ନମାନ ସୃଷ୍ଟି କରାଯାଇଛି । ନିଜ ଭିତରେ ଏକ ଚିରନ୍ତନ ପିଲାଦିନକୁ ଭୋଗୁଥିବା ରୋଆଲଡ୍ ଡାଲ୍ ଙ୍କ ଜୀବନଲିପିର ଓଡିଆ ମର୍ମାନୁବାଦ କରୁଛନ୍ତି ସୁମନ ଦାଶ ।


୧୯୨୦ରେ ମତେ ତିନି ବର୍ଷ ହେଇଥିବାବେଳେ ମୋ ମା'ର ବଡ ଝିଅ, ମୋ ବଡ ଭଉଣୀ ଅଷ୍ଟ୍ରି ଆପେଣ୍ଡିସାଇଟିସ୍ ରୋଗରେ ମୃତ୍ୟୁବରଣ କଲା । ମଲାବେଳକୁ ତାକୁ ମାତ୍ର ସାତବର୍ଷ ହେଇଥିଲା - ମୋ ଝିଅ ଓଲିବିଆ ମଧ୍ୟ ବୟାଳିଶ ବର୍ଷ ପରେ ସେଇ ସମାନ ବୟସରେ ମିଳିମିଳାରେ ପ୍ରାଣତ୍ୟାଗ କଲା । ଅଷ୍ଟ୍ରି ମୋ ବାପାଙ୍କର ସବୁଠୁ ଗେହ୍ଲୀ ଥିଲା । ବାପା ତାକୁ ଆଶାତୀତ ସ୍ନେହ କରୁଥିଲେ

"ନିରୀହତା - ପିଲାଦିନ ଚପଳତାର କାହାଣୀ (୩)" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ