ଆଇଜାକ ବାଶେଭିସ ସିଙ୍ଗରଙ୍କ ସହ କଥାବାର୍ତ୍ତା

ଆଇଜାକ ବାଶେଭିସ ସିଙ୍ଗର, ଆଧୁନିକ ବିଶ୍ଵସାହିତ୍ୟର ଅନ୍ୟତମ ନିର୍ମାତା । ୟିଦ୍ଧିସ ଭାଷାରେ ଲେଖିଥିବା ଏହି ନୋବେଲ ପୁରସ୍କାର ବିଜେତା ଲେଖକଙ୍କର ଏକ ବିରଳ ସାକ୍ଷାତକାରକୁ ଓଡିଆରେ ଅନୁବାଦ କରିଛନ୍ତି ତରୁଣ କଥାଶିଳ୍ପୀ ସୁମନ ଦାଶ ।


ଫଟୋ - ନୋବେଲ ଡଟ ଅର୍ଗ
***ଅନେକଦିନ ତଳେ ..ସେବର୍ଷ ପ୍ରବଳ ଖରା ପଡିଥାଏ । ପରୀକ୍ଷା ସରି ଯାଇଥାଏ । ଆମେ ସବୁ ମେସ୍ ରେ ପଖାଳ ଗଣ୍ଡେ ଗଣ୍ଡେ ବାଡେଇଦେଇ ତାସ୍ କି କ୍ୟାରମ ଖେଳୁଥାଉ । ମଝି ମଝିରେ ମୁଁ ୟା ତା ଥାକ କି ମୋ ଥାକ ଖେଳେଇ ପୁରୁଣା ଗପ ବହି ଓଟାରି ପଢୁଥାଏ । ସେମିତି ଏକ ନିର୍ମମ ଖରାବେଳେ ମୋ ହାତରେ ପଡିଲା ଆଇଜାକ ବାଶେଭିସ ସିଙ୍ଗରଙ୍କ

"ଆଇଜାକ ବାଶେଭିସ ସିଙ୍ଗରଙ୍କ ସହ କଥାବାର୍ତ୍ତା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ