ଓଡିଶାରେ ସିନେମା ଘର: ଅତୀତ ଓ ଭବିଷ୍ୟତ

ସିନେମାର ଇତିହାସ ହୁଏତ ଅଛି, ହେଲେ ସିନେମା ହଲ୍ ର ଇତିହାସ କାଇଁ ? ଓଡିଶାରେ ସିନେମା ହଲ୍ ର ଇତିହାସ ଓ ଅବସ୍ଥିତିକୁ ନେଇ ଏକ ଚମତ୍କାର ଆଲେଖ ଏଥିରେ ରହିଛି । ସିନେମାର ଇତିହାସ ସିନେମା ହଲ୍ ର ଇତିହାସଠାରୁ ଅଲଗା ରହି ପାରିବ ନାହିଁ ।


ଫଟୋ - ୱିକିପିଡିଆ
ଚୈତ୍ର ଶୁକ୍ଳପକ୍ଷ ପ୍ରଥମ ଦିନ । ଓଡିଆ ଲୋକଙ୍କ ପାଇଁ ଇତିହାସରେ ସୃଷ୍ଟି ହୋଇଥିଲା ଏକ ଅବିସ୍ମରଣୀୟ ଅଧ୍ୟାୟ । ଏପରି ସୁଯୋଗ ସୃଷ୍ଟି କରିଥିଲା ‘ଉତ୍କଳ ସମ୍ମିଳନୀ’ । ୧୯୦୩ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରେରଣାରେ ସ୍ଥାପିତ ହୋଇଥିଲା ‘ଉତ୍କଳ ସମ୍ମିଳନୀ’ । ଭାଷା ସୂତ୍ରରେ ଓଡିଆ ଲୋକଙ୍କୁ ଏକତ୍ର କରି ପକାଇ ଥିଲା ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଭିତ୍ତିଭୂମି ।

To continue reading "ଓଡିଶାରେ ସିନେମା ଘର: ଅତୀତ ଓ ଭବିଷ୍ୟତ", login now.

This page has been protected for subscriber only.

Report an Error