ଏକଲବ୍ୟ

ଆଙ୍ଗୁଠି ନାଁରେ ଜୀବନ ଓ ଅସ୍ମିତା ମାଗୁଥିବା ଦ୍ରୋଣ ପ୍ରତି ଏ କବିତା ଏକ ପ୍ରଚଣ୍ଡ ପ୍ରତିବାଦର ସ୍ଵର ।


ଫଟୋ - ୱିକିପିଡିଆ
କିଛି ଦେବି ବୋଲି ମାଗି ନେଲ ଆଂଗୁଠି ? ଏ ଆଖି ଦୂର ଆକାଶରେ ନୀଳ ରାସ୍ତା, ନୀଳ ସ୍ବପ୍ନ ଓହଳିଛି ସମୟର ଭଂଗା ଡାଳ ପରି ! ଝଂକାଳିଆ ବରଗଛ ମୂଳେ ବାଲିଖେଳ ତା’ ଛାଇରେ ଢଳ ଢଳ ନୀଳ ମାୟା ନିରବତା ଟାଣିନେଲା କେଉଁ ଏକ ଅଂଧାରି ଗୁମ୍ଫାକୁ ପୂରିଲାନି ମୋ’

To continue reading "ଏକଲବ୍ୟ", login now.

This page has been protected for subscriber only.

Report an Error