ଦମନ: ଆଖି ଖୋଲିଦେବା ପରି ଏକ ସିନେମା

‘ଦମନ’ ପ୍ରକୃତରେ ଓଡ଼ିଆ ସମକାଳୀନ ଚଳଚ୍ଚିତ୍ର ପାଇଁ ଏକ ମାର୍ଗଦର୍ଶକ । ଯେଉଁସବୁ କଥା, ଘଟଣା, ଚରିତ୍ର ଓ ଚିତ୍ର ପ୍ରକୃତରେ ଦର୍ଶକମାନଙ୍କୁ ଉଦ୍‍ବୁଦ୍ଧ କରାନ୍ତା, - ସେସବୁ ଆମ ଚଳନ୍ତି ସିନେମାଠୁ ଦୂରେଇ ଯାଉଥିବାବେଳେ ‘ଦମନ’ ସେସବୁକୁ ଫେରେଇ ଆଣିବା ଦିଗରେ ଏକ ସଯତ୍ନ ପ୍ରୟାସ କରିଛି ।


ଫଟୋ - ଆଇଏମଡିବି
ଗତକାଲି ସପରିବାର ‘ଦମନ’ ଦେଖିଲି ରେଗାଲିଆରେ । କୌଣସି ସିନେମା ଦେଖିବା ଆଗରୁ ମୁଁ ସେ ସଂପର୍କୀୟ ରିଭ୍ୟୁ, ପୋଷ୍ଟ୍‍, ଚର୍ଚ୍ଚାସବୁକୁ ଆଡ଼େଇ ଯାଇଥାଏ । ଏକ ବିଶୁଦ୍ଧ, ଅଣପ୍ରଭାବିତ ଓ ମୌଳିକ ଦର୍ଶକୀୟ ମନ ନେଇ ମୁଁ ସିନେମା ଦେଖିବାକୁ ଯାଏ ସବୁଥର । ଶନିବାର/ରବିବାର ସାଧାରଣତଃ ହଲ୍‍ ଭିଡ଼ ରହେ । ତେଣୁ ମୁଁ ସେଇ ଦୁଇ ବାରକୁ ଯଥାସଂଭବ ଆଡ଼େଇଯାଏ ଏଇଥିପାଇଁ ଯେ ସେଇ ଦୁଇ ବାରରେ

To continue reading "ଦମନ: ଆଖି ଖୋଲିଦେବା ପରି ଏକ ସିନେମା", login now.

This page has been protected for subscriber only.

Report an Error