କେଦାରନାଥ ସିଂଙ୍କ ଏକ ଚର୍ଚ୍ଚିତ କବିତା - "ବିଦ୍ରୋହ"

କେଦାରନାଥ ସିଂ (୭ ଜୁଲାଇ, ୧୯୩୪ - ୧୯ ମାର୍ଚ୍ଚ, ୨୦୧୮) ହିନ୍ଦୀ କବିତାର ପ୍ରଖରତମ ଆଧୁନିକ କାବ୍ୟସ୍ଵର । କବିତାରେ ସାଧାରଣ ଚିତ୍ର ଓ ଭାଷାର ପ୍ରୟୋଗ କରି ଅସାଧାରଣ କୁହୁକ ନିର୍ମାଣ କରୁଥିବା ଏହି ମହାନ କବିଙ୍କ ଏକ ଜନବାଦୀ କବିତାର ଓଡିଆ ଅନୁବାଦ ।


ଫଟୋ - ୱିକିପିଡିଆ
ଆଜି ଯେତେବେଳେ ଘର ଭିତରକୁ ପଶିଲି ଏକ ଅଦ୍ଭୁତ ଦୃଶ୍ୟରେ ଆଶ୍ଚର୍ଯ୍ୟ ହେଲି ମୋ ବିଛଣା କହିଲା... ଶୁଣ ଏଇଠି ରହିଲା ମୋର ତ୍ୟାଗ ପତ୍ର ମୁଁ ଏବେ ଫେରିବାକୁ ଚାହୁଁଛି ମୋର କାର୍ପାସ ଭିତରକୁ ଆଉ ସେଠାରେ ଥିଲା ଚେୟାର ଏବଂ ଟେବୁଲମାନଙ୍କର ଏକ ମିଳିତ ସାମ୍ମୁଖ୍ୟ

To continue reading "କେଦାରନାଥ ସିଂଙ୍କ ଏକ ଚର୍ଚ୍ଚିତ କବିତା - "ବିଦ୍ରୋହ"", login now.

This page has been protected for subscriber only.

Report an Error