ଖଲିଲ ଜିବ୍ରାନଙ୍କ ଚିଠି - ୮

ଆରବର ସବୁଠୁ ପ୍ରସିଦ୍ଧ ଆଉ ପୃଥିବୀରେ ସବୁଠୁ ଲୋକପ୍ରିୟ ଲେଖକ ଖଲିଲ ଜିବ୍ରାନ । ଅଳ୍ପ ଆୟୁଷ ନେଇ ଆସିଥିବା ଖଲିଲଙ୍କ କଳା ଓ ସାହିତ୍ୟ ନିଜ ସମୟକୁ ଅତିକ୍ରମ କରି ଅନନ୍ତକାଳରେ ଖେଳା କରୁଛି । ତେବେ ତାଙ୍କ ପ୍ରେମ ତାଙ୍କ କଳାର ଆଧାର । ତାଙ୍କ ପ୍ରେମ ଚିଠିର ଆଧାରରେ ଏ ଧାରାବାହିକ ।


ନିଉ ୟର୍କ, ରବିବାର, ମାର୍ଚ୍ଚ ୧, ୧୯୧୪ । ଆଦରର ମେରୀ, ପ୍ରବଳ ତୁଷାର ଝଡଟିଏ ବାହାରେ ଗର୍ଜୁଛି । ଷ୍ଟୁଡିଓ ଭିତରେ ଉଷୁମ ଓ ବେଶ୍ ଆରାମ । ମନରେ କାମ କରିବାର ଏକ ପ୍ରବଳ ଉଦ୍ଦୀପନା । ହୃଦୟ ମଧ୍ଯରେ ଯେଉଁ ଟିକେ ଯନ୍ତ୍ରଣା ଓ ଦୁଶ୍ଚିନ୍ତା ଥାଏ, ଏମିତି ଝଡଟେ ଦେଖିଲେ ତାହା ଆପେ ଆପେ କୁଆଡେ ଉଭେଇ ଯାଏ । ସେ ଦୃଶ୍ଯ ମୋ ଅନ୍ତରରେ ଜମାଟ ବାନ୍ଧିଥିବା ଅବରୁଦ୍ଧ

To continue reading "ଖଲିଲ ଜିବ୍ରାନଙ୍କ ଚିଠି - ୮", login now.

This page has been protected for subscriber only.

Report an Error