ଖଲିଲ ଜିବ୍ରାନଙ୍କ ଚିଠି - ୭

ଆରବର ସବୁଠୁ ପ୍ରସିଦ୍ଧ ଆଉ ପୃଥିବୀରେ ସବୁଠୁ ଲୋକପ୍ରିୟ ଲେଖକ ଖଲିଲ ଜିବ୍ରାନ । ଅଳ୍ପ ଆୟୁଷ ନେଇ ଆସିଥିବା ଖଲିଲଙ୍କ କଳା ଓ ସାହିତ୍ୟ ନିଜ ସମୟକୁ ଅତିକ୍ରମ କରି ଅନନ୍ତକାଳରେ ଖେଳା କରୁଛି । ତେବେ ତାଙ୍କ ପ୍ରେମ ତାଙ୍କ କଳାର ଆଧାର । ତାଙ୍କ ପ୍ରେମ ଚିଠିର ଆଧାରରେ ଏ ଧାରାବାହିକ ।


ଫଟୋ - ୱିକିପିଡିଆ
**ଚିଠି - ୨୧** ମିସ୍ ହାସ୍କେଲସ ସ୍କୁଲ, ବୋଷ୍ଟନ ଜାନୁଆରୀ ୧୭, ୧୯୧୪ ଆଦରର ଖଲିଲ, ତମେ ପଠେଇଥିବା ମନଛୁଆଁ ଚିତ୍ରପଟ୍ଟକୁ ଦେଖି ଦେଖି ପୂରା ସପ୍ତାହ ବିତିଗଲା । ଏହା ପାଇଁ କେତେ ଖୁସି ମୁଁ କଣ ଶବ୍ଦରେ ଲେଖିପାରିବି ! ଖଲିଲ, ମୋ ବଡ ଘଡିଟିକୁ ଷ୍ଟୁଡିଓ ଟେବୁଲ ଉପରେ ରଖି ଦେଇଛି କି ? ଯଦି ସେଠି ଥାଏ ମୁଁ

To continue reading "ଖଲିଲ ଜିବ୍ରାନଙ୍କ ଚିଠି - ୭", login now.

This page has been protected for subscriber only.

Report an Error