ଖଲିଲ ଜିବ୍ରାନଙ୍କ ଚିଠି - ୬

ଆରବର ସବୁଠୁ ପ୍ରସିଦ୍ଧ ଆଉ ପୃଥିବୀରେ ସବୁଠୁ ଲୋକପ୍ରିୟ ଲେଖକ ଖଲିଲ ଜିବ୍ରାନ । ଅଳ୍ପ ଆୟୁଷ ନେଇ ଆସିଥିବା ଖଲିଲଙ୍କ କଳା ଓ ସାହିତ୍ୟ ନିଜ ସମୟକୁ ଅତିକ୍ରମ କରି ଅନନ୍ତକାଳରେ ଖେଳା କରୁଛି । ତେବେ ତାଙ୍କ ପ୍ରେମ ତାଙ୍କ କଳାର ଆଧାର । ତାଙ୍କ ପ୍ରେମ ଚିଠିର ଆଧାରରେ ଏ ଧାରାବାହିକ ।


**ଚିଠି - ୧୫** ନିଉ ୟର୍କ, ଶନିବାର, ଜାନୁଆରୀ ୦୬, ୧୯୧୨ ସ୍ନେହର ମେରୀ, ଆଜି ମୋର ଜନ୍ମଦିନ । କିନ୍ତୁ ମଙ୍ଗଳବାରଟି ଏ ଜନ୍ମଦିନ ଅପେକ୍ଷା ଅଧିକ ଖୁସିର ଦିନ ଥିଲା । ସେଇ କେଇଘଡିର ବାସ୍ତବ ଅବବୋଧ ଏକ ନୂତନ ଆନନ୍ଦ, ଅଜଣା ଯନ୍ତ୍ରଣାର କମ୍ପନ, ନୂତନ ଦିଗନ୍ତକୁ ବାଟ ଦେଖାଇଲା । ସେଇ

To continue reading "ଖଲିଲ ଜିବ୍ରାନଙ୍କ ଚିଠି - ୬", login now.

This page has been protected for subscriber only.

Report an Error