ଦୂରତ୍ବ

ଦୂରତ୍ବର ଏକ ଚିତ୍ରାଙ୍କନ ଏ କବିତା । କିଛି ଚରିତ୍ର ଓ ଚିତ୍ର ଏ କବିତାରେ ଆପେ ଆପେ ଏକ ଭାବ ବଳୟ ତିଆରି କରନ୍ତି ।


ବୁଢାଟି କାନ୍ଦୁଥିଲା ଗଛକୁ ଅନାଇ ଅନାଇ । ଗଣୁଥିଲା କେତେ ପତ୍ର ଝଡିଗଲା କେତେ ଭାସିଗଲା ଲୁହର ବନ୍ୟାରେ । ନା ଥିଲା ଦୁଃଖ ନା ହତାଶା । ଚୁକ୍ତିବଦ୍ଧ ସମୟର ଇଶାରାରେ ଆଉ କିଛିଦିନ ଏମିତି ଥୁଣ୍ଟା ଛାଇରେ ଝାଳେଇବାକୁ ହେବ ହୁଏତ ଥକ୍କା ମେଣ୍ଟାଇବାକୁ ଜାଗାଟିଏ

To continue reading "ଦୂରତ୍ବ", login now.

This page has been protected for subscriber only.

Report an Error