ଅବବୋଧ

ମିଛ ଆଉ ସତ ଯେତେବେଳେ ଧ୍ବନିର ଦୁଇଟି ଖେଳ - ସେଠି କେଉଁ ସତ୍ୟର ଅବବୋଧ କଥା କହୁଛି କବି !!


ଅଭିମାନର ଆବରଣ ଫିଙ୍ଗିଦେ ରେ ମାଧବ ! ଥରେ ନିବସ୍ତ୍ରର ନିବିଡ଼ତା ଭୋଗିକି ତ ଦେଖ ମିଛ ଆଉ ସତ ଯେତେବେଳେ ଧ୍ବନିର ଦୁଇଟି ଖେଳ କେଉଁ ଶବ୍ଦ ଧ୍ବନିରେ ତୁ ହଜିବୁରେ ବାତୁଳ ! ଚଉପାଶେ ତୋର ଛାଇ ଛାଇ ର ଇନ୍ଦ୍ରଜାଲ ତା ଦେହରେ ଛନ୍ଦି ହୋଇ ଭୁଲିଯାଉ;

To continue reading "ଅବବୋଧ", login now.

This page has been protected for subscriber only.

Report an Error