ତଥାସ୍ତୁ

କବି ସତ୍ୟବାଦୀ ରାଉତ, ଓଡିଆ କବିତାର ଏକ ବିକଳ୍ପ ଶିଖର । ଗାଁ, ସ୍ଵପ୍ନ ଓ ଅନ୍ଧାର ଭିତରେ କବିତାର ସୂକ୍ଷ୍ମ ଓ ସୁନ୍ଦର ଜଗତ ନିର୍ମାଣ କରୁଥିବା, ଏ କବି - ଆଜି ମଧ୍ୟ ସନ୍ୟାସୀ ପରି ଏକା ଏକା ନିଜ କବିତାର ତପସ୍ୟାରେ । ତାଙ୍କ କବିତା ପ୍ରଥମ ବର୍ଷାର ରୋମାଞ୍ଚ ପରି ଚିରକାଳ ।


ଚିତ୍ର: ୱିକି କମନ୍ସ
ଏ ପବନ: ଜନ୍ମରୁ ଯାଯାବର ଏ ଜହ୍ନ: ଜନ୍ମରୁ ପର୍ଯ୍ୟଟକ ଏ ମଣିଷ: ସୁଖ ସ୍ୱପ୍ନ ପଛରେ ବାଟବଣା ପଥିକ । ସମୁଦ୍ର, ସମୟ ଆଉ ଆକାଶ କିଏ ଆଗ, କିଏ ପଛ ! କିଏ ବଡ଼, କିଏ ସାନ ! ଜ୍ଞାନୀ ବୋଲାଉଛ; କାହିଁକି ମଉନ ? କହୁନ ଉଦ୍ଧବ !

"ତଥାସ୍ତୁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ