ସେ କାନ୍ଦେ ନାହିଁ

ପୁରୁଷ ନା ପିତୃସତ୍ତାର ପ୍ରତୀକ !! ପୁରୁଷର କାନ୍ଦକୁ ନେଇ ଏ କବିତା ଏକ ଆଗ୍ନେୟ ପ୍ରଶ୍ନବାଚୀ । ନାରୀର ଆଖିରେ ପୁରୁଷକୁ ପରଖିବାର ଏହା ଏକ କାବ୍ୟିକ ପ୍ରୟାସ ।


ଫଟୋ - ୱିକିମିଡିଆ କମନ୍ସ
ସେ କାନ୍ଦେ ନାହିଁ ଯଦିବା ତାକୁ କାନ୍ଦ ଲାଗେ ସେ ତାର ରୁଦ୍ଧ କଣ୍ଠକୁ ଖୁବ ଶକ୍ତଭାବେ ଜାବୁଡ଼ି ଧରେ । କେହି ତାକୁ ଦେଖୁନି ତ, ଅଜଣା ଭୟ ତା ଭିତରେ ପୁରୁଷ ତାଲିକାରୁ ନାଁ ତାର ଖସିଯିବ କାଳେ । ଏ ଅଭ୍ୟାସ ସେ,

To continue reading "ସେ କାନ୍ଦେ ନାହିଁ", login now.

This page has been protected for subscriber only.

Report an Error