ନଦୀ ବି କାନ୍ଦେ

ନଦୀ ବି କାନ୍ଦେ । ନଦୀ କେବଳ ଏକ ଜଳସ୍ରୋତ ନୁହେଁ, ସେ ଆମ ସମୟ ଓ ସଭ୍ୟତାର ଜୀବନ ପ୍ରବାହ । ନଦୀ ଉପରେ ଆମର ନିରନ୍ତର ଅତ୍ୟାଚାର ଏହାକୁ କ୍ଷୀଣ ଓ ମରୁତ କରିଚାଲିଛି ।


ଫଟୋ - କେଦାର ମିଶ୍ର
ତୁମେ କେବେ ନଦୀକୁ କାନ୍ଦିଵା ଦେଖିଛ ତୁମେ କେବେ ନଦୀର କାନ୍ଦ ଶୁଣିଛ ଶୁଣିବାକୁ ଇଚ୍ଛା ଯଦି ରଖ ଶୁଣିପାରିବ ତାକୁ ଦିନର ଗହଳିରେ ନୁହେଁ ରାତିର ନିରୋଳା ପ୍ରହରେ ନିସ୍ତବ୍ଧ ରାତିରେ ଥରେ ତା କୂଳରେ ଵସି ଶୁଣ କେତେ ଯେ ବ୍ୟଥା ତା ଛାତିରେ ବହୁ ଥିଲା

To continue reading "ନଦୀ ବି କାନ୍ଦେ", login now.

This page has been protected for subscriber only.

Report an Error