ହାଣ୍ଡିଶାଳରେ ମୂଳଦୁଆ

ହାଣ୍ଡିଶାଳର ଜୀବନ ବି ଗୋଟେ ବିଦ୍ୟାଳୟ । ସେଇଠି ଗଢା ହୁଏ ଗୋଟେ ପୃଥିବୀ ଯିଏ ଆମକୁ ଧାରଣ କରେ ଓ ପରିତ୍ରାଣ ବି କରେ ।


ଡିବିରିର ଦିକ୍ ଦିକ୍ ଆଲୁଅ ଦରଶୁଖା କାଠର ସେ ଆଖିପୋଡା ଧୂଆଁ, ରାନ୍ଧୁରାନ୍ଧୁ ହାତକୁ ଧରି ଖଡି ଖଣ୍ଡକରେ ମଡେଇ ମଡେଇ ଲେଖେଇଛି ଅ, ଆ, ଇ ଆଉ ଈ କଳା ସିଲଟ ଉପରେ, ଯେପର୍ଯ୍ୟନ୍ତ ହେଇନି ହାତ ସଳଖ କି ଅକ୍ଷର ସଵୁ ଗୋଲିଆ ।

To continue reading "ହାଣ୍ଡିଶାଳରେ ମୂଳଦୁଆ", login now.

This page has been protected for subscriber only.

Report an Error