ଦେଶ

ଦେଶ କେବଳ ଭୂଖଣ୍ଡ ନୁହେଁ, ଦେଶ ଏକ ଜୀବନ୍ତ ଇତିହାସ । ଦୁଃଖ ଓ ଦୁର୍ଦ୍ଦିନର ଲହୁଲୁହାଣ ମାନଚିତ୍ର । ଦେଶ ଏକ ଚିତ୍ର, ଏକ ହାହାକାର, ଟୋପାଏ କରୁଣା ଓ ଗୋଟେ ଛଳଛଳ କବିତା ।


ଚିତ୍ର: ଓଡିଲନ ରିଡେନ, ୱିକି କମନ୍ସ
ଏବେ କାନ୍ଦ କାନ୍ଦ ଲାଗୁଚି ମୋ ଦେଶର ମୁହଁ ତଥାପି କେହି ଦେଖିପାରୁ ନାହାନ୍ତି । ଘରେ ତାଲା ପକେଇ ହଜେଇ ଦେଇଚି ଚାବିକାଠି ଚାବି ଭାଙ୍ଗିବାକୁ ସାହସ ନାହିଁ କାହାରି । ଗାଁରେ ଅଧାଗଢା ଅପରିଚିତ ଦେବତାଙ୍କ ମନ୍ଦିର ପରି ଏବେ ପିଲାଙ୍କ ଭବିଷ୍ୟତ । କୁକୁର୍ ପିଟା ଖାଇ

"ଦେଶ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ