ସ୍ବପ୍ନରେ

ସ୍ବପ୍ନ ପାଇଁ ନିରାପଦ ରାତି ଭିକାରି ମୁଣ୍ଡରେ ସୁନା କଳସ ଢାଳେ ହାତୀ ପୁଣି ସିଂହାସନୀ ହୁଏ ଦାଣ୍ଡର ଭିକାରି - ସବୁ ଘଟେ କେବଳ ସ୍ଵପ୍ନରେ ।


ସ୍ବପ୍ନରେ ପ୍ରଶ୍ନମାନଂକ ରାଜୁତି ଲଗାମ ଛଡା ଶବ୍ଦମାନଂକ ଦରୋଟି ଛାଇ ଛାଇ ଆଲୁଅ ଓ ଜହ୍ନ ରାତି ବୁଦା ଉହାଡରେ ଚୋରା ପୀରତି ଗର୍ଭ ଗୃହରେ ରହସ୍ୟ ଓ ବିସ୍ମୟର ଗୁଲି ଖଟି ସ୍ବପ୍ନରେ ସବୁ ସଂଭବ ଆଖିରେ କଳା ପଟି ନିଜ ସହ ନିଜର ଲୁଚକାଳି ଅଣ୍ଟା ଓ କାଖ ସଂଧିରେ ଅଦୃଶ୍ୟର କୁତୁ

To continue reading "ସ୍ବପ୍ନରେ", login now.

This page has been protected for subscriber only.

Report an Error