ପ୍ରେମ

ପ୍ରେମ ପାଦକୁ ଶିଖାଏ ଖଣ୍ଡାଧାରରେ ବାଟ ଚାଲିବାର କଳା ଓ ମୃତ୍ୟୁ ବିଜୟର ସୂତ୍ର । ପ୍ରେମ ମଣିଷକୁ ଯୋଖେ ଜଗତ ଓ ଜୀବନ ସହିତ ।


ଆରଂଭରୁ ଉଦୟ ହେଲା ଗୋଟେ ଆଲୁଅର ଆଭା ଅଂଧାର ଲୁହ ହୋଇ ବୋହିଗଲା ଆଖିରୁ ପରିଷ୍କାର ଦିଶିଲା ଦିଗନ୍ତ ଛିଡାହେଲା ଆଖି ପାଆନ୍ତାରେ ରକ୍ତଫୁଲର ନୀଳ ଲୋହିତ ସବୁଜ ଗୋଟେ ଗଛ ସେ ଗଛର ଡାଳରେ ଭାବାକୁଳ ଇଚ୍ଛାମାନେ ବସା ବାଂଧିଲେ ତାର ଅଜାଣତରେ ଉଡୁଥିଲେ ଡାଳରୁ ଡାଳକୁ ଖଣ୍ଡାଧାରରେ ଆଦୌ ଭାରସାମ୍ୟ ରହୁନଥିଲା

To continue reading "ପ୍ରେମ", login now.

This page has been protected for subscriber only.

Report an Error