ଦାରୁବ୍ରହ୍ମଂକ ଜ୍ବର

ଈଶ୍ବରଙ୍କ ଜ୍ଵର ଓ ମଣିଷର ଜ୍ଵର ଭିତରେ କି ସଂଯୋଗ ? ଏ କବିତା ଏକ ଶୀତଳ ବିଦ୍ରୋହ । ଏକ ପ୍ରଶ୍ନବାଚୀ ରାଜା, ରାଜତ୍ଵ ଓ ଈଶ୍ଵରତ୍ଵ ଆଗରେ ।


ଫଟୋ - ୱିକିପିଡିଆ
ରଥ ନିର୍ମାଣ ସରିବା ଉପରେ ପୁନଶ୍ଚ ମହା ଶୋଭାଯାତ୍ରାର ବେଳ ଆଖର ଗାଧେଇପାଧେଇ ସଜବାଜ ହେବାକଥା କୋଳାହଳଠୁ ଦୂରରେ ଟିକେ ବିଶ୍ରାମ ନେବାକଥା କିଛିବେଳ ସାରା ଜୀବନ ମୂର୍ତ୍ତି ପରି ବସି ବସି ଜନତାର ହାରିଗୁହାରି ଶୁଣିବାର ଲୋକ ଆଜି ହଠାତ୍ ଚଟାଣରେ ଶ୍ରୀଅଂଗ ହୁରି ପଡିଗଲା ଜଗତସାରା ଦାରୁବ୍ରହ୍ମଂକୁ ଜ୍ବର,

To continue reading "ଦାରୁବ୍ରହ୍ମଂକ ଜ୍ବର", login now.

This page has been protected for subscriber only.

Report an Error