ଚିକିତ୍ସକ

ଚିକିତ୍ସା କେବଳ ଦେହର ନୁହେଁ, ମନ ଓ ଆତ୍ମାର ବି ଆବଶ୍ୟକ । ଆତ୍ମିକ ବ୍ୟାଧିର ମହାନତମ ଚିକିତ୍ସକ ଗୌତମ ବୁଦ୍ଧଙ୍କୁ ସମର୍ପିତ ଏ କବିତା ।


ଫଟୋ - ୱିକି ମିଡିଆ କମନ୍ସ
**(ସିଦ୍ଧାର୍ଥ ଗୌତମଂକୁ ସମର୍ପିତ)** ତାଂକର ବ୍ୟକ୍ତିଗତ ବୋଲି ଦୁଃଖ କିଛି ନଥିଲା କିଂତୁ ପ୍ରଥମ ଦେଖାରେ ବୁଝିଗଲେ ଯେ ପର୍ଯ୍ୟାୟକ୍ରମେ ଏ ଦୁଃଖ ସଭିଂକର ଅସ୍ତିତ୍ବର ସହଜାତ ଗୋଟେ ଅମୋଘ ବ୍ୟାଧି ସେ କବି ନଥିଲେ ଦୁଃଖ ଲାଘବ ପାଇଁ ରଚନା କରିନଥିଲେ ସୁଲଳିତ ପଦାବଳୀ ସେ ସନ୍ଥ ବି ନଥିଲେ ଦୁଃଖକୁ ଘଉଡାଇବା ପାଇଁ

To continue reading "ଚିକିତ୍ସକ", login now.

This page has been protected for subscriber only.

Report an Error