ସୁଖଦୁଃଖ

ଏ ଗପ ଷାଠିଏ ଓ ସତୁରୀ ଦଶକର ଓଡିଆ ଗ୍ରାମ୍ୟ ଜୀବନର ବାସ୍ତବ ଘଟଣା ଉପରେ ଆଧାରିତ । ଏହି ଗପସବୁକୁ ଗାଳ୍ପିକ ଯଦୁନାଥ ପଣ୍ଡା "ମାୟାବତୀ ଗାଁର ଗପ" ଶୀର୍ଷକରେ ପ୍ରକାଶିତ କରିଥିଲେ । ଓଡିଶାର ସାମାଜିକ ଓ ସାଂସ୍କୃତିକ ଜୀବନର ବାସ୍ତବତାକୁ ନେଇ ଏ ଗପ ସବୁ ଅନନ୍ୟ; ଉଭୟ ଭାବ ଓ ଶୈଳୀ ଦୃଷ୍ଟିରୁ ।


ଉଭୟ କୋଇଲି ଆଉ ବାସନ୍ତୀ ନୂଆ’ଉଙ୍କ ଦେହ ଖରାପ, ଦିହେଁ ଶକ୍ତ ବେମାର । କି ସଂଯୋଗ ସାଙ୍ଗକୁ କି ଦୁର୍ଯୋଗ ବି ଦେଖ । ଚାକିରି ଜାଗାରୁ ଛ’ ମାସ ପରେ ଗାଁକୁ ଫେରିଥିଲା ମୂରଲୀ । ଘରେ ପାଦ ଦଉଦଉ କଥାଟା ତା’ କାନରେ ବାଜିଲା । ମନଟା ତା’ର ହାଇଁପାଇଁ ହେଲା । ସେମାନଙ୍କୁ ଟିକେ ଦେଖିଆସିବା ପାଇଁ ସେ ତାଙ୍କ ଘରକୁ ଦଉଡିଲା । ବାସନ୍ତୀ ନୂଆ’ଉ

To continue reading "ସୁଖଦୁଃଖ", login now.

This page has been protected for subscriber only.

Report an Error