ଖାଣ୍ଟି ଗୁଆ ଘିଅ

ଏ ଗପ ଷାଠିଏ ଓ ସତୁରୀ ଦଶକର ଓଡିଆ ଗ୍ରାମ୍ୟ ଜୀବନର ବାସ୍ତବ ଘଟଣା ଉପରେ ଆଧାରିତ । ଏହି ଗପସବୁକୁ ଗାଳ୍ପିକ ଯଦୁନାଥ ପଣ୍ଡା "ମାୟାବତୀ ଗାଁର ଗପ" ଶୀର୍ଷକରେ ପ୍ରକାଶିତ କରିଥିଲେ । ଓଡିଶାର ସାମାଜିକ ଓ ସାଂସ୍କୃତିକ ଜୀବନର ବାସ୍ତବତାକୁ ନେଇ ଏ ଗପ ସବୁ ଅନନ୍ୟ; ଉଭୟ ଭାବ ଓ ଶୈଳୀ ଦୃଷ୍ଟିରୁ ।


ଭସାପୋଲ ପାରେଇ ଉପରକୁ ରିକ୍ସା ଉଠେଇଲାବେଳକୁ ଜଡ଼ାର ମାଂସପେଶୀ ସବୁ ଟଣକେଇ ଉଠେ । ନିର୍ଧୂମ ଖରାରେ ରିକ୍ସାରେ ବସିଥିବା ପାଢ଼ୀ ଡାକ୍ତରର ଓଜନ ପ୍ରାୟ କୋଡ଼ିଏ କେଜି ଅଧିକ ବଢ଼ିଯାଇଥିବା ଭଳି ଲାଗେ ଜଡ଼ାକୁ । ଡାକ୍ତରବାବୁଙ୍କୁ ଘରେ ଛାଡ଼ି ଦେଇ ତାଙ୍କ ବାହାର ଅଗଣାରେ ଥିବା ଟିଉଲରୁ ଢକଢକ କରି ଦି’ ଲୋଟା ପାଣି ପିଇ ଯାଏ ଜଡ଼ା । ତା’ପରେ ଗାମୁଛାଟାକୁ ଓଦା କରି ଦେହ

To continue reading "ଖାଣ୍ଟି ଗୁଆ ଘିଅ", login now.

This page has been protected for subscriber only.

Report an Error