ଏକ ଲାଭଜନକ ଓ ଲୋଭନୀୟ ମରଣର ଅପେକ୍ଷାରେ

ଏ ଗପ ଷାଠିଏ ଓ ସତୁରୀ ଦଶକର ଓଡିଆ ଗ୍ରାମ୍ୟ ଜୀବନର ବାସ୍ତବ ଘଟଣା ଉପରେ ଆଧାରିତ । ଏହି ଗପସବୁକୁ ଗାଳ୍ପିକ ଯଦୁନାଥ ପଣ୍ଡା "ମାୟାବତୀ ଗାଁର ଗପ" ଶୀର୍ଷକରେ ପ୍ରକାଶିତ କରିଥିଲେ । ଓଡିଶାର ସାମାଜିକ ଓ ସାଂସ୍କୃତିକ ଜୀବନର ବାସ୍ତବତାକୁ ନେଇ ଏ ଗପ ସବୁ ଅନନ୍ୟ; ଉଭୟ ଭାବ ଓ ଶୈଳୀ ଦୃଷ୍ଟିରୁ ।


ଖବରଟା ଗାଁ ସୀମା ଡେଇଁ ଆଖପାଖ ଗାଁକୁ ବି ବ୍ୟାପୁଥିଲା । ନା, ରାଉତ ଘର ବୁଢ଼ୀକୁ ଆଉ ଭରସା ନାହିଁ; ଏଇ ଆଜି କି କାଲି ଚାଲିଯିବ । ଆଉ କିଏ କହିଲା ଏଇ ଘଟିକିଲାଣି ପରା, ଏବେ ଏଇ ଗଲା ଜାଣ, ଆଉ ଦଣ୍ଡେ କି ନିମିଷେର କଥା । ...ଦଣ୍ଡେ ନିମିଷେ ଥିଲା ପ୍ରାଣ ନ ନେଇ ପାରେ ଜନ୍ତୁରାଣ..। ରାଉତ ଘର ଆଖପାଖ ପାଞ୍ଚଖଣ୍ଡ

To continue reading "ଏକ ଲାଭଜନକ ଓ ଲୋଭନୀୟ ମରଣର ଅପେକ୍ଷାରେ", login now.

This page has been protected for subscriber only.

Report an Error